କ୍ଷତିପୂରଣ Kshatipūraṅa

  • ସଂ. ବି( 6 ଷ୍ଠୀ ତତ୍; କ୍ଷତି+ପୂରଣ) — କୌଣସି ବ୍ଯକ୍ତିଦ୍ୱାରା ହୋଇଥିବା ଅନ୍ଯ ବ୍ଯକ୍ତିର କ୍ଷତିର ପରିକଳ୍ପିତ ମୂଲ୍ୟ ପ୍ରଥମ ବ୍ଯକ୍ତି ଦ୍ୱାରା ପ୍ରଦାନ — Payment of damages
  • ସଂ. ବି( 6 ଷ୍ଠୀ ତତ୍; କ୍ଷତି+ପୂରଣ) — ଲୋକ୍ସାନ୍ ଭରିଣା କରିବା — Restoration of the loss commited by another