କ୍ଷତବିକ୍ଷତ Kshatabikshata

  • ସଂ. ବିଣ (ଦ୍ୱନ୍ଦ; କ୍ଷତ+ବିକ୍ଷତ) — ଦେହଯାକ ରକତବୁହା; ଖଣ୍ଡିଆଖାବୁରା — Full of bleeding wounds and scratches
  • ସଂ. ବିଣ (ଦ୍ୱନ୍ଦ; କ୍ଷତ+ବିକ୍ଷତ) — ଶସ୍ତ୍ରାଦିଦ୍ୱାରା ଛିନ୍ନଭିନ୍ନ — Mangled
  • ସଂ. ବିଣ (ଦ୍ୱନ୍ଦ; କ୍ଷତ+ବିକ୍ଷତ) — କ୍ଷତପୂର୍ଣ୍ଣ — Covered with cuts and wounds