କ୍ଷଣରୁଚି Kshaṇaruchi

  • ସଂ. ବି (ବହୁବ୍ରୀହି, କ୍ଷଣ+ରୁଚିସ୍; 1 ମା. 1 ବ.) କ୍ଷଣପ୍ରଭା; ବିଦ୍ୟୁତ୍; ବିଜୁଳି — Lightning
  • ସଂ. ବି (ବହୁବ୍ରୀହି, କ୍ଷଣ+ରୁଚିସ୍; 1 ମା. 1 ବ.) ବିରାଜିବ କ୍ଷଣରୁଚି ଉଚିତରେ— କବିସୂର୍ଯ୍ୟ. କିଶୋରୀଚମ୍ପୂ. ଠ ଗୀତ।