କ୍ଷଣଦା Kshaṇadā
- ସଂ. ବି. ସ୍ତ୍ରୀ (କ୍ଷଣଦ+ସ୍ତ୍ରୀ. ଆ) — (ଯାହା ଅବସର ଦିଏ) ରାତ୍ରି — Night (which gives leisure.)
- ସଂ. ବି. ସ୍ତ୍ରୀ (କ୍ଷଣଦ+ସ୍ତ୍ରୀ. ଆ) — ବୋଲାଇତ କ୍ଷଣଦା ସେ କ୍ଷଣ ପ୍ରାୟେ ଗଲା—ଭଞ୍ଜ. ବୈଦେହୀଶବିଳାସ।
- ସଂ. ବି. ସ୍ତ୍ରୀ (କ୍ଷଣଦ+ସ୍ତ୍ରୀ. ଆ) — ହଳଦୀ — Turmeric (which is used extensively in festivals in India in the shape of paste)
- ସଂ. ବି. ସ୍ତ୍ରୀ (କ୍ଷଣଦ+ସ୍ତ୍ରୀ. ଆ) — ବ୍ୟାପାରଶୂନ୍ଯତା — Want of occupation