କ୍ଷଣଜୀବୀ Kshaṇajībī

  • ସଂ. ବିଣ. ପୁଂ(କ୍ଷଣ+ଜୀବ ଧାତୁ+ଇନ୍ 1 ମା. 1 ବ) — ଯେ ଅତି ଅଳ୍ପ କାଳ ବଞ୍ଚି ରହେ — Ephemeral; short-lived