କ୍ଷଣଜନ୍ମା Khaṇajanmā

  • ସଂ. ବିଣ (ବହୁବ୍ରୀହି; କ୍ଷଣ+ଜନ୍ମନ୍ 1 ମା. 1 ବ.) ଶୁଭମୂହୂର୍ତ୍ତରେ ଜାତ — Born in an auspicious moment
  • ସଂ. ବିଣ (ବହୁବ୍ରୀହି; କ୍ଷଣ+ଜନ୍ମନ୍ 1 ମା. 1 ବ.) କୀର୍ତ୍ତିଶାଳୀ; ପ୍ରସିଦ୍ଧ — Famous; celebrated
  • ସଂ. ବିଣ (ବହୁବ୍ରୀହି; କ୍ଷଣ+ଜନ୍ମନ୍ 1 ମା. 1 ବ.) ଅତି ଭାଗ୍ୟବାନ୍ — Very fortunate
  • ସଂ. ବିଣ (ବହୁବ୍ରୀହି; କ୍ଷଣ+ଜନ୍ମନ୍ 1 ମା. 1 ବ.) କୃତି — Born with excellent parts; aecomplised; talented