କ୍ଷଉଦିବା Kshaudibā

  • ଦେ. କ୍ରି — ତଡ଼ିବା; ଘଉଡ଼ିବା — To drive away
  • ଦେ. କ୍ରି — ଅନ୍ତର କରିବା; ଭୁଲି ଯିବା — To forget
  • ଦେ. କ୍ରି — ପାପୀ ଦୁର୍ଯ୍ୟୋଧନରୁ କେଉଁ କାର୍ଯ୍ୟ ଅଛି କ୍ଷଉଦି ଦିଅ ତାକୁ ମନରୁ ମୁରୁଛି। କୃଷ୍ଣସିଂହ. ମହାଭାରତ. ସଭା।