କ୍ଳୋମ Kḻoma

  • ସଂ. ବି. (କ୍ଳୁ ଧାତୁ=ଗତି କରିବା+ସଂଜ୍ଞାର୍ଥେ. ମତ୍) — ଶରୀରସ୍ଥ ବାୟୁର ଆଧାର; ଫୁସ୍ଫୁସ୍; ପୁଟୀ; ପୁଟା — Lungs
  • ସଂ. ବି. (କ୍ଳୁ ଧାତୁ=ଗତି କରିବା+ସଂଜ୍ଞାର୍ଥେ. ମତ୍) — ମୂତ୍ରାଶୟ; ମୂତପୁଡ଼ା — Bladder