କ୍ଳେଶଭାଷା Kḻeṡabhāṡhā

  • ଦେ. ବି — ଦୁଃଖର କାହାଣୀ; ନିଜେ ଅନୁଭବ କରିଥିବା କ୍ଳେଶର ବର୍ଣ୍ଣନା — Sad story; the story of one's woes
  • ଦେ. ବି — ବୋଲେ ସୁଗ୍ରୀବେ ରାମ କ୍ଳେଶଭାଷା। ଭଞ୍ଜ, ବୈଦେହୀଶବିଳାସ।