କ୍ଳେଶକର Kḻeṡakara

  • ସଂ. ବିଣ. (କ୍ଳେଶ+କୃ ଧାତୁ+କର୍ତ୍ତୃ. ଅ) — ପୀଡ଼ାଦାୟକ; ଯାହା ପୀଡ଼ା ଦିଏ — Afflicting; giving pain
  • ଦେ. ବିଣ — ଦୁର୍ବୋଧ୍ୟ; ବୁଝିବାକୁ କଷ୍ଟକର — Incomprehensible; difficult to understand