କ୍ଳେଦନ Kḻedana

  • ସଂ. ବି. (କ୍ଳିଦ ଧାତୁ+ଣିଚ+ଭାବ. ଅନ) — ଓଦା କରିବା; ବତୁରାଇବା — Moistening
  • ସଂ. ବି. (କ୍ଳିଦ ଧାତୁ+ଣିଚ+ଭାବ. ଅନ) — କଫ — Phlegm
  • ସଂ. ବି. (କ୍ଳିଦ ଧାତୁ+ଣିଚ+ଭାବ. ଅନ) — ପାଣି ଝରିବା — Oozing