କ୍ଳିଷ୍ଟ Kḻishṭa
- ସଂ. ବିଣ (କ୍ଳିଷ୍ଟ ଧାତୁ+କର୍ମ. ତ) — କ୍ଳାନ୍ତ — Wearied
- ସଂ. ବିଣ (କ୍ଳିଷ୍ଟ ଧାତୁ+କର୍ମ. ତ) — କ୍ଳେଶ ବା କଷ୍ଟପ୍ରାପ୍ତ — Afflicted
- ସଂ. ବିଣ (କ୍ଳିଷ୍ଟ ଧାତୁ+କର୍ମ. ତ) — କଠିନ; ଦୁର୍ବୋଧ୍ୟ — Difficult to understand
- ସଂ. ବିଣ (କ୍ଳିଷ୍ଟ ଧାତୁ+କର୍ମ. ତ) — ଅନ୍ଯ ଦ୍ୱାରା ଉତ୍ପୀଡ଼ିତ — Tormented