କ୍ଳିନ୍ନ Kḻinna
- ସଂ. ବିଣ (କ୍ଳିଦ ଧାତୁ=ଓଦା ହେବା+କତ୍ତୃ. ତ) — ଆର୍ଦ୍ର; ଓଦା — Wet; moistened
- ସଂ. ବିଣ (କ୍ଳିଦ ଧାତୁ=ଓଦା ହେବା+କତ୍ତୃ. ତ) — ଘର୍ମାକ୍ତ; କ୍ଳେଦଯୁକ୍ତ — Sweatened
- ସଂ. ବିଣ (କ୍ଳିଦ ଧାତୁ=ଓଦା ହେବା+କତ୍ତୃ. ତ) — ପାଣି ବୋହୁଥିବା (ଆଖି) — Running (eye)
- ସଂ. ବିଣ (କ୍ଳିଦ ଧାତୁ=ଓଦା ହେବା+କତ୍ତୃ. ତ) — ଦୟାର୍ଦ୍ର — Softened with pity