କ୍ଳିଶିତ Kḻiṡita

  • ସଂ. ବିଣ (କ୍ଳିଶ ଧାତୁ=ପୀଡ଼ା ଦେବା+ଣିଚ+ତ) — ବିରକ୍ତ — Vexed; perplexed
  • ସଂ. ବିଣ (କ୍ଳିଶ ଧାତୁ=ପୀଡ଼ା ଦେବା+ଣିଚ+ତ) — କଷ୍ଟପ୍ରାପ୍ତ — Distressed
  • ସଂ. ବିଣ (କ୍ଳିଶ ଧାତୁ=ପୀଡ଼ା ଦେବା+ଣିଚ+ତ) — ଉତ୍ପୀଡ଼ିତ — Tormented