କ୍ରୟ Kraya

  • ସଂ. ବି. (କ୍ରୀ ଧାତୁ=କିଣିବା+ଭାବ. ଅ) — କିଣିବା — Purchasing; buying
  • ସଂ. ବି. (କ୍ରୀ ଧାତୁ=କିଣିବା+ଭାବ. ଅ) — କିଣା ମୂଲ୍ୟ; ଜରସମନ — Purchase price (M.W.)