କ୍ରୋଡ଼ସ୍ଥ Kroṟḍ̠astha
- ସଂ. ବିଣ. (କ୍ରୋଡ଼+ସ୍ଥା ଧାତୁ+ଅ) — କୋଡ଼ରେ ଥିବା — In the lap
- ସଂ. ବିଣ. (କ୍ରୋଡ଼+ସ୍ଥା ଧାତୁ+ଅ) — କୋଡ଼ର; ଅବଧି ମାତୃକୋଳ ଛାଡ଼ି ନ ଥିବା (ଶିଶୁ) — Still carried in the mother's arm's very young (infant)
- ସଂ. ବିଣ. (କ୍ରୋଡ଼+ସ୍ଥା ଧାତୁ+ଅ) — କୌଣସି ବସ୍ତୁର ଭିତରେ ଥିବା — Situated inside a thing (Apte)