କ୍ରୋଧହେବା Krodhahebā

  • ଦେ. କ୍ରି.— (ସଂ. କ୍ରୁଦ୍ଧ) — କ୍ରୁଦ୍ଧ ହେବା; ରାଗାନ୍ୱିତ ହେବା — To become angry
  • ଦେ. କ୍ରି.— (ସଂ. କ୍ରୁଦ୍ଧ) — ଶୋକାନ୍ୱିତ ହେବା — To be grieved