କ୍ରୋଧରେ ଜଳିବା Krodhare jaḻibā

  • ଦେ. କ୍ରି. (ସଂ. କ୍ରୋଧ+ଜ୍ୱଳ ଧାତୁ) — ଅତିଶୟ କ୍ରୁଦ୍ଧ ହେବା — To burn with rage
  • ଦେ. କ୍ରି. (ସଂ. କ୍ରୋଧ+ଜ୍ୱଳ ଧାତୁ) — ତା ଶୁଣି ଜରତ୍କାରୁ କ୍ରୋଧରେ ଜଳିଲା। କୃଷ୍ଣସିଂହ, ମହାଭାରତ, ଆଦି।