କ୍ରୋଧଭର Krodhabhara

  • ସଂ. ବିଣ (କ୍ରୋଧ+ଭୃ ଧାତୁ=ପୋଷଣ କରିବା+କତ୍ତୃ. ଅ) — କ୍ରୋଧାନ୍ୱିତ — Enraged
  • ସଂ. ବିଣ (କ୍ରୋଧ+ଭୃ ଧାତୁ=ପୋଷଣ କରିବା+କତ୍ତୃ. ଅ) — ଏଥୁ ଅନ୍ତେ ନକୁଳ ହୋଇ କ୍ରୋଧଭର ବୋଇଲେ ଶୁଣ ହେ ମୋ କଥା ନରବର—କୃଷ୍ଣସିଂହ, ମହାଭାରତ, ବନ।