କ୍ରେତା Kretā

  • ସଂ. ବିଣ. ଫୁ. (କ୍ରୀ ଧାତୁ=କିଣିବା+କର୍ତ୍ତୃ. ତୃ; 1 ମା 1 ବ.) — ଖରିଦ୍ଦାର୍; ମୁସ୍ତରୀ — Buyer; purchaser