କ୍ରୂରଦୃକ୍ Krūradṛuk
- ସଂ. ବି. (କ୍ରୂର+ଦୃଶ୍ ଧାତୁ+କ୍ୱିପ୍; 1 ମା. 1 ବ.) — ମଙ୍ଗଳଗ୍ରହ — The planet Mars (Apte)
- ସଂ. ବି. (କ୍ରୂର+ଦୃଶ୍ ଧାତୁ+କ୍ୱିପ୍; 1 ମା. 1 ବ.) — ଶନିଗ୍ରହ — The planet Saturn
- ସଂ. ବି. (କ୍ରୂର+ଦୃଶ୍ ଧାତୁ+କ୍ୱିପ୍; 1 ମା. 1 ବ.) — [ଦ୍ର—ଫଳିତ ଜ୍ୟୋତିଷ ମତରେ ମଙ୍ଗଳ ଓ ଶନି ଗ୍ରହର ଦଶା ମନ୍ଦ ଅଟେ।]