କ୍ରେୟ Kreya
- ସଂ. ବିଣ. (କ୍ରୀ ଧାତୁ=କିଣିବା+କର୍ମ. ୟ) — ଖରିଦ୍ କରାଯିବାର ଯୋଗ୍ୟ — Purchasable
- ସଂ. ବିଣ. (କ୍ରୀ ଧାତୁ=କିଣିବା+କର୍ମ. ୟ) — ଯାହା ଖରିଦ କରିବାକୁ ମିଳେ — Available for purchase
- ସଂ. ବିଣ. (କ୍ରୀ ଧାତୁ=କିଣିବା+କର୍ମ. ୟ) — ଶସ୍ତା — Cheap; not dear; available for a low price