କ୍ରୁଦ୍ଧ Kruddha

  • ସଂ. ବିଣ. ପୁଂ. (କ୍ରୁଧ ଧାତୁ=ରାଗିବା କର୍ତ୍ତୃ. ତ) — କୁପିତ; ରୁଷ୍ଟ; ରାଗଯୁକ୍ତ; ରାଗାନ୍ୱିତ — Enraged; angry
  • ସଂ. ବି. (କ୍ରୁଧ ଧାତୁ +ଭାବ. ତ) — କ୍ରୋଧ; ରାଗ — Anger; rage