କ୍ରୀଡ଼ିବା Krīṟḍ̠ibā

  • ଦେ. (ପଦ୍ଯ) କ୍ରି. (ସଂ. କ୍ରୀଡ୍ ଧାତୁ) — ଖେଳିବା — To play
  • ଦେ. (ପଦ୍ଯ) କ୍ରି. (ସଂ. କ୍ରୀଡ୍ ଧାତୁ) — ମାଳ ମାଳ ହେଇ ନୀଳ ଦେହେ ଯାର ରାଜହଂସେ କ୍ରୀଡ଼ୁଥାନ୍ତି। ରାଧାନାଥ, ଯଯାତି।