କ୍ରୀଡ଼ାମୃଗ Krīṟḍ̠āmṛuga
- ଦେ. ବି — ପୋଷାଜୀବ — Tame or domesticated creature
- ଦେ. ବି — ସେ କ୍ରୀଡ଼ାମୃଗ ଜୀବ ପ୍ରାୟ ତା ବଶେ ଧର୍ମ କଲା କ୍ଷୟ। ଜଗନ୍ନାଥ, ଭାଗବତ।
- ସଂ. ବି — ଖେଳିବା ପାଇଁ ନିର୍ମିତ ମୃଗ ମୂର୍ତ୍ତି — A toy—deer
- ସଂ. ବି — କୌତୁକାର୍ଥ ପାଳିତ ମୃଗ — A deer kept for pleasure