କ୍ରୀଡ଼ାନିରତ Krīṟḍ̠ānirata

  • ସଂ. ବିଣ. ପୁଂ ( 7 ମୀ ତତ୍; କ୍ରୀଡ଼ା+ନିରତ) — କ୍ରୀଡ଼ାରେ ସର୍ବଦା ରତ — Addicted to sports; gamesome; playful
  • ସଂ. ବିଣ. ପୁଂ ( 7 ମୀ ତତ୍; କ୍ରୀଡ଼ା+ନିରତ) — ଖେଳରେ ଲାଗିଥିବା; ଖେଳୁଥିବା — Engaged in sports