କ୍ରୀଡ଼ାକ୍ରମ Krīṟḍ̠ākrama

  • ସଂ. ବି. ( 6 ଷ୍ଠୀ ତତ୍; କ୍ରୀଡ଼ା+କ୍ରମ) — ପରମ୍ପରାକ୍ରମେ କ୍ରୀଡ଼ାର ଭିନ୍ନ ଭିନ୍ନ ଅଙ୍ଗ; କେଉଁ ଖେଳ ପରେ କେଉଁ ଖେଳ ହେବ ତାହାର ପଦ୍ଧତି — A programme of sports; a series of sports; different successive stages in a series of sports