କ୍ରୀଡ଼ାକୌତୁକ Krīṟḍ̠āka̲u̲tuka

  • ସଂ. ବି. (କ୍ରୀଡ଼ା+କୌତୁକ) — ଖେଳ; ପରିହାସ — Pastime; sport
  • ସଂ. ବି. (କ୍ରୀଡ଼ା+କୌତୁକ) — ନାନା ପ୍ରକାର କ୍ରୀଡ଼ା ବା ତାମସା — Sports; various amusements
  • ସଂ. ବି. (କ୍ରୀଡ଼ା+କୌତୁକ) — ବୃଥା କୌତୂହଳ — Wanton curiosity
  • ସଂ. ବି. (କ୍ରୀଡ଼ା+କୌତୁକ) — କ୍ରୀଡ଼ାରୁ ଉତ୍ପନ୍ନ ଆମୋଦ — Amusement or pleasure derived from sports
  • ସଂ. ବି. (କ୍ରୀଡ଼ା+କୌତୁକ) — ରତିକ୍ରୀଡ଼ା — Sexual intercourse
  • ସଂ. ବି. (କ୍ରୀଡ଼ା+କୌତୁକ) — ଖେଳିବା ନିମନ୍ତେ ଆଗ୍ରହ — Amusement for amusement's sake
  • ସଂ. ବି. (କ୍ରୀଡ଼ା+କୌତୁକ) — ବୃଥା କୌତୁକ — Wanton amusement