କ୍ରୀଡ଼ାକୁଶଳ Krīṟḍ̠ākuṡaḻa

  • ସଂ. ବିଣ. ପୁଂ. ( 7 ମୀ ତତ୍; କ୍ରୀଡ଼ା+କୁଶଳ) — କ୍ରୀଡ଼ାର ନିୟମାଦି ଜାଣିଥିବା — Well versed in the rules of a game
  • ସଂ. ବିଣ. ପୁଂ. ( 7 ମୀ ତତ୍; କ୍ରୀଡ଼ା+କୁଶଳ) — ଖେଳିବା ବିଷୟରେ ପଟୁ — Well-versed or proficient in the art of play; expert (player)