କ୍ରୀଡ଼ାକ୍ଷେତ୍ର Krīr̲ḍ̠ākshetra
- ସଂ. ବି. ( 6 ଷଷ୍ଠୀ ତତ୍; କ୍ରୀଡ଼ା+କ୍ଷେତ୍ର) — ଖେଳପଡ଼ିଆ; — A play-ground
- ସଂ. ବି. ( 6 ଷଷ୍ଠୀ ତତ୍; କ୍ରୀଡ଼ା+କ୍ଷେତ୍ର) — ରଙ୍ଗଭୂମି — A stage; theatre of action
- ସଂ. ବି. ( 6 ଷଷ୍ଠୀ ତତ୍; କ୍ରୀଡ଼ା+କ୍ଷେତ୍ର) — ମଲ୍ଲଭୂମି — Arena; wrestling ground