କ୍ରୀ (ଧାତୁ) Krī (root)
- ସଂ. (ତୁଳ; ଫା. ଖରିଦ୍) — କିଣିବା — To purchase; to buy
- ସଂ. (ତୁଳ; ଫା. ଖରିଦ୍) — ବିନିମୟ କରିବା; ବଦଳାଇବା — To barter; to exchange
- ସଂ. (ତୁଳ; ଫା. ଖରିଦ୍) — ଜିଣିବା — To win
- ସଂ. (ତୁଳ; ଫା. ଖରିଦ୍) — ବଶ କରିବା — To bring under control; to subjugate