କ୍ରିୟାବାନ୍ Kriyābān

  • ସଂ. ବି. (କ୍ରିୟା+ବତ୍; 1 ମା. 1 ବ) — ଯେ ଶାସ୍ତ୍ରୋକ୍ତ ବିଧି ବା ଆଚାର ଅନୁସାରେ ଚଳେ — Practising rites or conduct enjoined in the Ṡāstras or the Bedas
  • ସଂ. ବି. (କ୍ରିୟା+ବତ୍; 1 ମା. 1 ବ) — କୌଣସି କର୍ମରେ ଲାଗିଥିବା — Engaged in any work
  • ସଂ. ବି. (କ୍ରିୟା+ବତ୍; 1 ମା. 1 ବ) — କୌଣସି କର୍ମ କରିବାରେ ନିପୁଣ — Versed in the practice of some act