କ୍ରିୟାବାଚକ ବିଶେଷ୍ୟ Kriyābāchaka biṡeshya
- ସଂ. ବି — (ବ୍ୟାକରଣ) ଯେଉଁ ବିଶେଷ୍ୟପଦ— ଦ୍ୱାରା କୌଣସି କ୍ରିୟା ବୁଝାଯାଏ ଏବଂ ବେଳେବେଳେ ଯାହା ସଙ୍ଗେ 'କରିବା' ଅର୍ଥବୋଧକ କ୍ରିୟା ଯୁକ୍ତ ହୋଇ ନୂତନ କ୍ରିୟା ସୃଷ୍ଟ ହୁଏ (ଯଥା— ଗମନ, କରଣ, ଛେଦନ, କରିବା, ଶୋଇବା, ଦେବା ଇତ୍ୟାଦି) — (grammar) Verbal nouns; (e.g. going; doing; cutting)