କ୍ରିୟାପର Kriyāpara

  • ସଂ. ବିଣ. ପୁଂ. (ବହୁବ୍ରୀହି; କ୍ରିୟା ଅଟେ ପର ବା ଶ୍ରେଷ୍ଠ ଯାହାର) — କର୍ତ୍ତବ୍ୟପରାୟଣ; କର୍ତ୍ତବ୍ୟନିଷ୍ଠ — Dutiful
  • ସଂ. ବିଣ. ପୁଂ. (ବହୁବ୍ରୀହି; କ୍ରିୟା ଅଟେ ପର ବା ଶ୍ରେଷ୍ଠ ଯାହାର) — ବୈଦିକ କର୍ମାନୁଷ୍ଠାନରେ ରତ — Engaged in the performance of Vedic duties