କ୍ରିୟାନ୍ୱିତ Kriyānwita
- ସଂ. ବି.—( 3 ୟା ତତ୍; କ୍ରିୟା+ଅନ୍ୱିତ) — ବେଦ ଓ ଶାସ୍ତ୍ରୋଚିତ କର୍ମକାରୀ — Practising ritualistic observances
- ସଂ. ବି.—( 3 ୟା ତତ୍; କ୍ରିୟା+ଅନ୍ୱିତ) — (ବ୍ୟାକରଣ) କ୍ରିୟା ଦ୍ୱାରା ସମ୍ପର୍କଯୁକ୍ତ (ବାକ୍ୟ) — (grammar) (a word) Governing or connected with a verb