କ୍ରିୟାକଳାପ Kriyākaḻāpa

  • ସଂ. ବି. ( 6 ଷ୍ଠୀ ତତ୍; କ୍ରିୟା+କଳାପ) — କ୍ରିୟାସମୂହ — Series of acts
  • ସଂ. ବି. ( 6 ଷ୍ଠୀ ତତ୍; କ୍ରିୟା+କଳାପ) — ଶାସ୍ତ୍ର ଓ ବେଦବିହିତ ଅନୁଷ୍ଠାନ ସକଳ — The whole body of ceremonies or rituals enjoined in the Hindu-ṡāstras