କ୍ରାନ୍ତ Krānta
- ସଂ. ବିଣ. (କ୍ରମ୍ ଧାତୁ+ତ) — (+ କର୍ମ. ତ) ପଦଦଳିତ — Trodden
- ସଂ. ବିଣ. (କ୍ରମ୍ ଧାତୁ+ତ) — (+କର୍ତ୍ତୃ. ତ) ଅତିକ୍ରାନ୍ତ — Passed over
- ସଂ. ବିଣ. (କ୍ରମ୍ ଧାତୁ+ତ) — ନିଷ୍କ୍ରାନ୍ତ — Gone
- ସଂ. ବି. 1 । (+ ଭାବ. ତ) — ପଦକ୍ଷେପ; ପାହୁଣ୍ଡ — 1. Foot-step
- ସଂ. ବି. 1 । (+ ଭାବ. ତ) — ଗମନ — Going
- ସଂ. ବି. 1 । (+ ଭାବ. ତ) — (+କର୍ତ୍ତୃ. ତ) ଅଶ୍ୱ — Horse
- ସଂ. ବି. 1 । (+ ଭାବ. ତ) — ଅତିକ୍ରମଣ — Passing
- ସଂ. ବି. 1 । (+ ଭାବ. ତ) — (ଜ୍ୟୋତିଷ) ଚନ୍ଦ୍ରଙ୍କର କୌଣସି ଗ୍ରହକୁ ସଂକ୍ରମଣ — The conjunction of the moon with a planet
- ଦେ. ବି. — ଏକ କଡ଼ାର ତିନି ଭାଗରୁ ଏକ ଭାଗ — One third of a Kauṟḍ̠i money
- ଦେ. ବି. — [ଦ୍ର—ତିନି କ୍ରାନ୍ତରେ ଏକ କଡ଼ା ହୁଏ।]