କ୍ରାନ୍ତି Krānti
- ସଂ. ବି. (କ୍ରମ୍ ଧାତୁ+ଭାବ. ତି) — ଅତିକ୍ରମଣ — Stepping over; passing over
- ସଂ. ବି. (କ୍ରମ୍ ଧାତୁ+ଭାବ. ତି) — ଆକ୍ରମଣ — Attack
- ସଂ. ବି. (କ୍ରମ୍ ଧାତୁ+ଭାବ. ତି) — ପାହୁଣ୍ଡ; ପଦକ୍ଷେପ — Step
- ସଂ. ବି. (କ୍ରମ୍ ଧାତୁ+ଭାବ. ତି) — ସୂର୍ଯ୍ୟଙ୍କ ଅୟନବୃତ୍ତର ବାଙ୍କ — Ecliptic declention
- ସଂ. ବି. (କ୍ରମ୍ ଧାତୁ+ଭାବ. ତି) — ସୂର୍ଯ୍ୟଙ୍କର ଅୟନ ବୃତ୍ତ — The ecliptic
- ସଂ. ବି. (କ୍ରମ୍ ଧାତୁ+ଭାବ. ତି) — ଗତି; ଗମନ — Motion; going
- ସଂ. ବି. (କ୍ରମ୍ ଧାତୁ+ଭାବ. ତି) — ଗ୍ରହର ଅୟନ ରେଖା — Declention of a planet
- ସଂ. ବି. (କ୍ରମ୍ ଧାତୁ+ଭାବ. ତି) — (ଭୂଗୋଳ ପରିଭାଷା) ଆକାଶରେ ବିଷୁବବୃତ୍ତଠାରୁ ନିର୍ଦ୍ଧିଷ୍ଟ ଦୂରରେ କ୍ରମବକ୍ର କଳ୍ପିତ ବୃତ୍ତର ଉତ୍ତର ଓ ଦକ୍ଷିଣରେ ଅୟନକୁ ସ୍ପର୍ଶ କରିଥିବା ଅନ୍ତର — (geography) Ecliptic; the tropics
- ସଂ. ବି. (କ୍ରମ୍ ଧାତୁ+ଭାବ. ତି) — [ଦ୍ର—ଉତ୍ତର ଦିଗର କଳ୍ପିତ ସୀମାନ୍ତ ବୃତ୍ତକୁ କର୍କଟକ୍ରାନ୍ତି — Tropic of cancerଓ ଦକ୍ଷିଣ ଦିଗରେ କଳ୍ପିତ ସୀମାନ୍ତ ବୃତ୍ତକୁ ମକର କ୍ରାନ୍ତିTropic of Capricornକହନ୍ତି]
- ଦେ. ବି — କ୍ରାନ୍ତ; ଏକ କଡ଼ାର ତିନିଭାଗରୁ ଏକ ଭାଗ — One third of a bit of Kauṟḍ̠i