କ୍ରମାନ୍ୱୟ Kramānwaya
- ସଂ. ବି. (କ୍ରମ+ଅନ୍ୱୟ) — ପର୍ଯ୍ଯାୟକ୍ରମ; ଧାରାବାହିକରୂପେ; ଗୋଟିକ ପରେ ଗୋଟିଏ ହେବା — Regular order of a series
- ସଂ. ବିଣ — ପୂର୍ବ ପୁରୁଷଙ୍କ ଠାରୁ ଧାରାବାହିକରୂପେ ଗଡ଼ି ଆସୁଥିବା — Coming from one's ancestors in regular succession
- ସଂ. ବିଣ — ଉତ୍ତାରାଧିକାରୀ ରୂପେ ସିଂହାସନ ପ୍ରାପ୍ତ — One who has ascended the throne by inheritance