କ୍ରବ୍ୟାଦ Krabyāda

  • ସଂ. ବିଣ. ଓ ବି. (କ୍ରବ୍ଯ=ମାଂସ+ଅଦ୍ ଧାତୁ+ଅ) — କ୍ରବ୍ଯଭୁକ୍ (ଦେଖ) — Krabyabhuk (See)
  • ସଂ. ବିଣ. ଓ ବି. (କ୍ରବ୍ଯ=ମାଂସ+ଅଦ୍ ଧାତୁ+ଅ) — ବୋଧ କ୍ରବ୍ଯାଦେଶ ଶ୍ରୀରାମ ସନ୍ଦେଶ ପାଇଣ ସ୍ୱଦେଶ ଜନ। ଭଞ୍ଜ, ବୈଦେହୀଶବିଳାସ।
  • ସଂ. ବିଣ. ଓ ବି. (କ୍ରବ୍ଯ=ମାଂସ+ଅଦ୍ ଧାତୁ+ଅ) — ଅଗ୍ନିଦେବ — Fire-god