କ୍ରବ୍ୟଭୁକ୍ Krabyabhuk

  • ସଂ. ବିଣ. ପୁଂ. (କ୍ରବ୍ୟ+ଭୁଜ ଧାତୁ+କ୍ୱିପ୍. 1 ମା. 1 ବ) — ମାଂସାଶୀ — Carnivorous
  • ସଂ. ବି. — ରାକ୍ଷାସ — Demon (who eats raw flesh)
  • ସଂ. ବି. — 2 ମାଂସାଶୀ ଜନ୍ତୁ — 2ମାଂସାଶୀ ଜନ୍ତୁ—2. Carnivorous animal