କ୍ରନ୍ଦ୍ (ଧାତୁ) Krand (root)
- ସଂ — କାନ୍ଦିବା — To cry
- ସଂ — ବିଳାପ କରିବା; ରଡ଼ିବା; ବାହୁନିବା — To bewail; to lament; to mourn; to weep
- ସଂ — ଉଚ୍ଚୈଃ ସ୍ୱରରେ ଚିତ୍କାରକରିବା — To cry out; to exclaim; to haloo
- ସଂ — (ଘୋଡ଼ା) ହ୍ରେଷାରବ କରିବା — To neigh
- ସଂ — ଗର୍ଜନ କରିବା; ରଡ଼ି ଛାଡ଼ିବା — To yell; to howl; to roar
- ସଂ — କଟ କଟ ହେବା — To creat