କ୍ରନ୍ଦନ Krandana

  • ସଂ. ବି. (କ୍ରନ୍ଦ୍ ଧାତୁ=କାନ୍ଦିବା + ଭାବ. ଅନ) — କାନ୍ଦଣା; ରୋଦନ — Weeping; crying; lamenting
  • ସଂ. ବି. (କ୍ରନ୍ଦ୍ ଧାତୁ=କାନ୍ଦିବା + ଭାବ. ଅନ) — ଆହ୍ୱାନ — Calling
  • ସଂ. ବି. (କ୍ରନ୍ଦ୍ ଧାତୁ=କାନ୍ଦିବା + ଭାବ. ଅନ) — ବିରାଡ଼ି — A cat
  • ସଂ. ବି. (କ୍ରନ୍ଦ୍ ଧାତୁ=କାନ୍ଦିବା + ଭାବ. ଅନ) — ପରସ୍ପର ବଳ କସିବାପାଇଁ ଡକାଡକି; ଆସ୍ଫାଳନ — Challenging; mutual daring; defiance