କ୍ରତୁଭୁକ୍ Kratubhuk

  • ସଂ. ବି. (କ୍ରତୁ+ଭୁଜ ଧାତୁ+କର୍ତ୍ତୃ. କ୍ୱିପ୍; 1 ମା. 1 ବ)— ଯଜ୍ଞରେ ଆହୁତି ଦିଆଯିବା ଚରୁ ଦେବତାମାନେ ଭକ୍ଷଣ କରୁଥିବାରୁ) — ଦେବତା — A Deity