କୌଶଳୀ Ka̲u̲ṡaḻī

  • ସଂ. ବି. (କୌଶଳ+ଇ) — କୌଶଳିକା (ଦେଖ) — Ka̲u̲ṡaḻīkā (See)
  • ଦ. ବିଣ. ପୁଂ. — ଚତୁର — Clever
  • ଦ. ବିଣ. ପୁଂ. — ଦକ୍ଷ — Skilful
  • ଦ. ବିଣ. ପୁଂ. — ଅଶ୍ୱ ସଂଚାଳନେ ଅଭୁତ କୌଶଳୀ। ରାଧାନାଥ, ଚିଲିକା।
  • ଦ. ବିଣ. ପୁଂ. — ଫନ୍ଦିବାଜ — Tactful; strategic