କୌଶଲ୍ୟା Ka̲u̲ṡalyā
- ସଂ. ବି. ସ୍ତ୍ରୀ. (କୋଶଳ+ଯ+ସ୍ତ୍ରୀ. ଆ) — କୋଶଳ ନରପତିଙ୍କ କନ୍ଯା; ଦଶରଥଙ୍କ ଜ୍ୟେଷ୍ଠା ପତ୍ନୀ ଓ ଶ୍ରୀରାମଙ୍କର ମାତା — Ṡrī Rāma's mother
- ସଂ. ବି. ସ୍ତ୍ରୀ. (କୋଶଳ+ଯ+ସ୍ତ୍ରୀ. ଆ) — ପୁରୁଙ୍କ ସ୍ତ୍ରୀ ଓ ଜନମେଜୟଙ୍କ ମାତା — The mother of janamejaya
- ସଂ. ବି. ସ୍ତ୍ରୀ. (କୋଶଳ+ଯ+ସ୍ତ୍ରୀ. ଆ) — ଧୃତରାଷ୍ଟ୍ରଙ୍କ ମାତା — The mother of Dhṛutarāshtra
- ସଂ. ବି. ସ୍ତ୍ରୀ. (କୋଶଳ+ଯ+ସ୍ତ୍ରୀ. ଆ) — ପଣ୍ଡୁଙ୍କ ମାତା — The mother of Paṇḍu