କୌଳୀନ୍ୟ ପ୍ରଥା Ka̲u̲ḻīnya prathā

  • ସଂ. ବି — ବଙ୍ଗ ଦେଶରେ ରାଜା ବଲ୍ଲାଲସେନଙ୍କ ପ୍ରତିଷ୍ଠିତ ଉଚ୍ଚବଂଶ ମଧ୍ୟରେ ବିବାହ ପ୍ରଥା — Kuḻinism in Bengal marriage system as governed by caste-rules obtaining in Bengal since the Time of King Ballālasena
  • ସଂ. ବି — [ଦ୍ର—ଏହି ପ୍ରଥା ଅନୁସାରେ କୁଳୀନମାନେ ଆପଣାଠାରୁ ବଂଶ— ମର୍ଯ୍ୟାଦାରେ ନୀଚତର କୁଳରୁ ବର ବା କନ୍ଯା ଆଣୁ ନ ଥିଲେ। ଏଥିର ଫଳରେ କୁଳୀନମାନଙ୍କ ବଂଶରେ ବରପାତ୍ରର ଅଭାବ ହେବାରୁ ଏକ ଏକ କୁଳୀନ ବର 10 । 50 କୁଳୀନା କନ୍ୟାଙ୍କୁ ନାମ ମାତ୍ର ବିବାହ କରୁଥିଲେ। କ୍ରମଶଃ ବଙ୍ଗସମାଜରୁ ଏ ପ୍ରଥା କମିଯାଉ ଅଛି।] — [ଦ୍ର—ଏହି ପ୍ରଥା ଅନୁସାରେ କୁଳୀନମାନେ ଆପଣାଠାରୁ ବଂଶ— ମର୍ଯ୍ୟାଦାରେ ନୀଚତର କୁଳରୁ ବର ବା କନ୍ଯା ଆଣୁ ନ ଥିଲେ ଏଥିର ଫଳରେ କୁଳୀନମାନଙ୍କ ବଂଶରେ ବରପାତ୍ରର ଅଭାବ ହେବାରୁ ଏକ ଏକ କୁଳୀନ ବର1050କୁଳୀନା କନ୍ୟାଙ୍କୁ ନାମ ମାତ୍ର ବିବାହ କରୁଥିଲେ କ୍ରମଶଃ ବଙ୍ଗସମାଜରୁ ଏ ପ୍ରଥା କମିଯାଉ ଅଛି]