କୌଳଟିନେୟ Ka̲u̲ḻaṭineya

  • ସଂ. ବି. ପୁଂ. (କୁଳଟା+ଇନ୍+ଅପତ୍ୟାର୍ଥେ. ଏୟ) — କୁଳଟାପୁତ୍ର; ଅସତୀପୁତ୍ର — Whore son; son of an adulteress
  • ସଂ. ବି. ପୁଂ. (କୁଳଟା+ଇନ୍+ଅପତ୍ୟାର୍ଥେ. ଏୟ) — ଜାରଜ — Bastard
  • ସଂ. ବି. ପୁଂ. (କୁଳଟା+ଇନ୍+ଅପତ୍ୟାର୍ଥେ. ଏୟ) — ଭିକ୍ଷା କରୁଥିବା ସ୍ତ୍ରୀର ପୁତ୍ର — Son of a beggar woman (M.W.)