କୌମୁଦୀ ମହୋତ୍ସବ Ka̲u̲mudī mahotsaba

  • ସଂ. ବି — ଆଶ୍ୱିନ ପୂର୍ଣ୍ଣିମାଦିନ ପୁରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ପୁଷ୍ପମାଳା ଓ ଚନ୍ଦନ କର୍ପୂରାଦିଦ୍ୱାରା ଅର୍ଚ୍ଚନା କରି ରାତ୍ରିରେ ପିଷ୍ଟକ ଓ ନାରୀକେଳାଦି ଦ୍ରବ୍ୟ ସମର୍ପଣ କରିବା ଯାତ୍ରା— ମଦନମୋହନ, ତୀର୍ଥଦର୍ଶନ — A festival done on the full-moon of the month of Āṡwina