କୌମାରିକ Ka̲u̲mārika

  • ସଂ. ବିଣ. ପୁଂ (କୁମାରୀ+ଉତ୍ପାଦନାର୍ଥେ. ଇକ) — ଯେ କେବଳ ଝିଅ ଜନ୍ମ କରେ — Father of girls
  • ସଂ. ବିଣ. ପୁଂ (କୁମାରୀ+ଉତ୍ପାଦନାର୍ଥେ. ଇକ) — ଯେ କେବଳ ଝିଅଙ୍କୁ ବା କନ୍ୟାମାନଙ୍କୁ ଦେଖିପାରେ; ଝିଅସୁଆଗିଆ — Liking girls or daughters (M.W.)